ରାଜନୀତି

ରାଜନୀତି

ଆସନ୍ତା କାଲି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଶ୍ମୀର ଯିବ ବିରୋଧୀ ଦଳ ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ : ଧାରା ୩୭୦ ଉଠିବା ପରେ ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏକ ବିରୋଧୀ ଦଳ ପ୍ରତିନିଧିମଣ୍ଡଳ କଶ୍ମୀର ଯିବ...