‘ପ୍ୟାର ଅଲଗା ପ୍ରକାର’ରେ ଏକାଠି ନଜର ଆସିବେ ଜ୍ୟୋତି ଓ ଝିଲିକ୍‌

0
107

ଭୁବନେଶ୍ୱର:‘ପ୍ୟାର ଅଲଗା ପ୍ରକାର’ ସିନେମାରେ ଏକାଠି ନଜର ଆସିବେ ଜ୍ୟୋତି ଓ ଝିଲିକ୍‌ । ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ବିବେସିତା ଘଡାଇ। କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ହୀରା ଚୌଧୁରୀ। ବିଜୟ ମଲ୍ଲ ସଂଳାପ ରଚନା କରିଛନ୍ତି । ସଙ୍ଗୀତ ଦାୟିିିତ୍ୱରେ ଅଛନ୍ତି ଅମରେନ୍ଦ୍ର ମହାନ୍ତି। ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ବିଜୟ ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ପ୍ରଜ୍ଞା ପ୍ରମୁଖ କଳାକାର। ତେବେ ଏହି ଫିଲ୍ମଟି କିପରି ହୋଇଛି ତାହା ରିଲିଜ ପରେ ଜଣା ପଡ଼ିବ ।